28.1 C
Bhubaneswar
Wednesday, April 1, 2026
Homeଓଡିଶାଜଙ୍ଗଲ ଜମି ପଟ୍ଟା ବଣ୍ଟନ କଲେ ଜିଲ୍ଲାପାଳ

ଜଙ୍ଗଲ ଜମି ପଟ୍ଟା ବଣ୍ଟନ କଲେ ଜିଲ୍ଲାପାଳ

କନ୍ଧମାଳ: ଘୁ.ଉଦୟଗିରି ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା ବିଭାଗର ପକ୍ଷରୁ ସୋମବାର ସ୍ଥାନୀୟ ତହସିଲ ଅନ୍ତର୍ଗତ ବିଭିନ୍ନ ପଞ୍ଚାୟତର  ଲୋକଙ୍କୁ ବ୍ୟକ୍ତିଗତ ଜଙ୍ଗଲ ଜମି ପଟ୍ଟା ବଣ୍ଟନ କରାଯାଇଛି। ସ୍ଥାନୀୟ ଅଞ୍ଚଳର  ୩୫ଜଣଙ୍କୁ ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା ବିଭାଗର ପକ୍ଷରୁ ବ୍ୟକ୍ତିଗତ ଜଙ୍ଗଲ ଜମି ପଟ୍ଟା ପ୍ରଦାନ କରାଯାଇଛି।କନ୍ଧମାଳ ଜିଲ୍ଲାପାଳ ଅମୃତ ଋତୁରାଜ ଉପସ୍ଥିତ ରହି ସମସ୍ତଙ୍କୁ ପଟ୍ଟା ବଣ୍ଟନ କରିଥିବା ବେଳେ ପିଏ ଆଇଟିଡିଏ ବାଲିଗୁଡା ଗଦାଧର ପାତ୍ର,ବିଡ଼ିଓ ମନୋଜ କୁମାର ଦେବତା ତହସିଲଦାର ରଞ୍ଜନ କୁମାର ସାହୁ ଉପସ୍ଥିତ ଥିଲେ।

 

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking