23.1 C
Bhubaneswar
Tuesday, February 3, 2026
Homeଦେଶ ବିଦେଶମେସିଙ୍କ ଇଭେଣ୍ଟରେ ବିଭ୍ରାଟ: ମୁଖ୍ୟ ଆୟୋଜକ ଗିରଫ

ମେସିଙ୍କ ଇଭେଣ୍ଟରେ ବିଭ୍ରାଟ: ମୁଖ୍ୟ ଆୟୋଜକ ଗିରଫ

କୋଲକାତା: ପଶ୍ଚିମବଙ୍ଗର କୋଲକାତା ସଲ୍‌ଟ ଲେକ୍ ଷ୍ଟାଡିୟମ୍‌ରେ ଆୟୋଜିତ ମେସିଙ୍କ ଇଭେଣ୍ଟରେ ବିଭ୍ରାଟ । ଏହି ଘଟଣାରେ ବଡ କାର୍ଯ୍ୟାନୁଷ୍ଠାନ ନିଆଯାଇଛି । ଇଭେଣ୍ଟର ମୁଖ୍ୟ ଆୟୋଜକ ଗିରଫ ହୋଇଛନ୍ତି । ଇଭେଣ୍ଟର ମୁଖ୍ୟ ଆୟୋଜକ ସତଦ୍ରୁ ଦତ୍ତଙ୍କୁ ଗିରଫ କରାଯାଇଛି । ପ୍ରଶଂସକମାନଙ୍କୁ ଆଶ୍ୱାସନା ଦିଆଯାଇଛି ଯେ ସେମାନଙଅକ ଟିକେଟ୍ ଟଙ୍କା ଫେରସ୍ତ କରାଯିବ ।ସୂଚନାଯୋଗ୍ୟ, ମେସିଙ୍କ ଇଭେଣ୍ଟରେ ମେସିଙ୍କୁ ଦେଖିନପାରିବାରୁ ଅସନ୍ତୋଷ ପ୍ରକାଶ କରିବା ସହ ଭଙ୍ଗାରୁଜା, ଚେୟାର ଫିଙ୍ଗା, ବୋତଲ ଫିଙ୍ଗି ଉତ୍ତେଜନାମୂଳକ ପରିସ୍ଥିତି ସୃଷ୍ଟି କରିଥିଲେ । ପରିସ୍ଥିତି ନିୟନ୍ତ୍ରଣ ବାହାରକୁ ଯାଉଥିବା ଦେଖି ପୋଲିସ ଲାଠିଚାର୍ଜ କରିଥିଲା । ଏହି ଘଟଣା ପରେ ମୁଖମନ୍ତ୍ରୀ ମମତା ବାନାର୍ଜୀ ପରିଚାଳନାଗତ ତ୍ରୁଟି ପାଇଁ ମେସି ଏବଂ ତାଙ୍କ ହଜାର ହଜାର ସମର୍ଥକଙ୍କୁ କ୍ଷମା ମାଗିଛନ୍ତି ।

ମେସିଙ୍କୁ କ୍ଷମା ମାଗିଲେ ମମତା

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking