ମେସିଙ୍କୁ କ୍ଷମା ମାଗିଲେ ମମତା

କୋଲକାତା: ସଲ୍‌ଟ ଲେକ୍ ଷ୍ଟାଡିୟମ୍ ବିଭ୍ରାଟ। ମେସିଙ୍କୁ କ୍ଷମା ମାଗିଲେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ। ମେସି ଓ ତାଙ୍କ ହଜାର ହଜାର ସମର୍ଥକଙ୍କୁ ‘ଏକ୍ସ’ରେ କ୍ଷମା ମାଗିଲେ। କ୍ଷମା ମାଗିବା ସହ ଷ୍ଟାଡିୟମ୍‌ରେ ବିଶୃଙ୍ଖଳା ପାଇଁ ତଦନ୍ତ କମିଟି ଗଠନ କରିଛି ବୋଲି ଜଣାଇଛନ୍ତି। ଅବସରପ୍ରାପ୍ତ ବିଚାରପତି ଜଷ୍ଟିସ୍ ଅସିମ କୁମାର ରାୟଙ୍କ ଅଧ୍ୟକ୍ଷତାରେ କମିଟି ଗଠନ କରାଯାଇଛି। I am deeply disturbed and shocked by the mismanagement witnessed today at … Continue reading ମେସିଙ୍କୁ କ୍ଷମା ମାଗିଲେ ମମତା