27.1 C
Bhubaneswar
Monday, December 8, 2025
Homeଓଡିଶାବିଜୁବାବୁଙ୍କ ପ୍ରତି ଅସମ୍ମାନ ଅଗ୍ରହଣୀୟ

ବିଜୁବାବୁଙ୍କ ପ୍ରତି ଅସମ୍ମାନ ଅଗ୍ରହଣୀୟ

ଭୁବନେଶ୍ୱର: ପଞ୍ଚାୟତିରାଜ ଦିବସ ତାରିଖ ବଦଳିବା ପ୍ରସଙ୍ଗ । ବିଜେଡି ବିଧାୟକ ସୌଭିକ ବିଶ୍ୱାଳଙ୍କ ବୟାନ । କହିଲେ ଏହି ନିଷ୍ପତ୍ତିରେ ତ୍ରୁଟି ରହିଛି । ଏହା ବିଜୁପ୍ରେମୀଙ୍କ ମନରେ ଆଘାତ ଦେଉଛି । ଏଥିପାଇଁ ରାଜରାସ୍ତାକୁ ଓହ୍ଲାଇବାକୁ ପଛାଇବୁନି । ବିଜୁବାବୁଙ୍କ ପ୍ରତି ଅସମ୍ମାନ କେବେ ବି ଗ୍ରହଣୀୟ ହେବନି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking