29.1 C
Bhubaneswar
Friday, April 3, 2026
Homeଓଡିଶାମହିଳାଙ୍କୁ ଅସମ୍ମାନ ବିଜେଡି ଡିଏନଏରେ ଅଛି

ମହିଳାଙ୍କୁ ଅସମ୍ମାନ ବିଜେଡି ଡିଏନଏରେ ଅଛି

ଭୁବନେଶ୍ୱର : ବାଚସ୍ପତିଙ୍କ ପୋଡିୟମକୁ ଚଢି ବିଜେଡି ସଦସ୍ୟଙ୍କ ପ୍ରତିବାଦ ପ୍ରସଙ୍ଗ । ପ୍ରେସମିଟ୍‌ରେ ବର୍ଷିଲେ ବିଜେପି ମହିଳା ମୋର୍ଚ୍ଚା ସଭାନେତ୍ରୀ ଐଶ୍ୱର୍ଯ୍ୟା ବିଶ୍ୱାଳ । ବିଜେଡି ବିଧାୟକ ଦଳ ନେତାଙ୍କ ନିର୍ଦ୍ଦେଶରେ ଏପରି ହୋଇଛି । ମହିଳାଙ୍କୁ ଅସମ୍ମାନ କରିବା ବିଜେଡି ଡିଏନଏରେ ଅଛି । ମହିଳାଙ୍କ ସୁରକ୍ଷା କମିବାରୁ ବିଜେଡି ଶାସନରୁ ଗଲା ।

ଡ୍ୟାନ୍ସ ବାର୍ ସଂପୂର୍ଣ୍ଣ ବନ୍ଦ ହେବ : ମନ୍ତ୍ରୀ

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking