28.1 C
Bhubaneswar
Tuesday, February 3, 2026
Homeଓଡିଶାଟ୍ରାକରୁ ଖଣ୍ଡ ବିଖଣ୍ଡିତ ମୃତଦେହ ଠାବ

ଟ୍ରାକରୁ ଖଣ୍ଡ ବିଖଣ୍ଡିତ ମୃତଦେହ ଠାବ

ବଲାଙ୍ଗୀର : ରେଲୱେ ଟ୍ରାକରୁ ଯୁବକଙ୍କ  ଖଣ୍ଡବିଖଣ୍ଡିତ ମୃତଦେହ ଉଦ୍ଧାର କରାଯାଇଛି । ବଲାଙ୍ଗୀର ଜିଲ୍ଲା କଣ୍ଟାବାଞ୍ଜି  ମୁରିହାହାଲ ରେଲୱେ ଷ୍ଟେସନ ନିକଟରୁ ମୃତଦେହ ଉଦ୍ଧାର କରାଯାଇଛି । ହେଲେ ମୃତ ଯୁବକଙ୍କ ପରିଚୟ ଏ ଯାଏଁ ମିଳିନାହିଁ ।  ମୃତ୍ୟୁର କାରଣ ଏଯାବତ ଅସ୍ପଷ୍ଟ ରହିଛି । ଘଟଣାସ୍ଥଳେର ପୋଲିସ ପହଞ୍ଚି ଘଟଣାର ତଦନ୍ତ କରୁଛି ।

 

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking