28.1 C
Bhubaneswar
Sunday, September 8, 2024
Homeଓଡିଶାପେଟ୍ରୋଲ ପମ୍ପରୁ ବାହାରୁଛି ଗୋଳିଆ ପାଣି, ଏନେଇ ଯୋଗାଣ ବିଭାଗ ଟିମ୍ ଚଢ଼ାଉ

ପେଟ୍ରୋଲ ପମ୍ପରୁ ବାହାରୁଛି ଗୋଳିଆ ପାଣି, ଏନେଇ ଯୋଗାଣ ବିଭାଗ ଟିମ୍ ଚଢ଼ାଉ

ବ୍ରହ୍ମପୁର : ପେଟ୍ରୋଲ ପମ୍ପରୁ ବାହାରିଲା ଗୋଳିଆ ପାଣି । ବ୍ରହ୍ମପୁର ହରିଡ଼ାଖଣ୍ଡି ଛକ ନିକଟରେ ଥିବା ପେଟ୍ରୋଲ ପମ୍ପରେ ଏଭଳି ଘଟଣା ଦେଖିବାକୁ ମିଳିଥିଲା । ଖବର ଅନୁଯାୟୀ , ଖରାପ ପେଟ୍ରୋଲ ଦେବାରୁ ଗାଡ଼ି ଇଞ୍ଜିନ ସିଜ୍ ହୋଇଥିଲା । ଏହାକୁ ନେଇ ଯୋଗାଣ ବିଭାଗ ଟିମ୍ ଚଢ଼ାଉ କରିଥିଲା । ଅଭିଯୋଗ ପରେ ଦୁଇ ଦିନ ହେଲା ପେଟ୍ରୋଲ ପମ୍ପ ବନ୍ଦ ପଡ଼ିଛି । ଆଜି ମଧ୍ୟ ଟିମ୍ ଚଢ଼ାଉ କରି ଯାଞ୍ଚ କରୁଛି।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking