15.1 C
Bhubaneswar
Saturday, December 6, 2025
Homeଓଡିଶାହୋମଗାର୍ଡ ପାଇଁ ଦୌଡ଼ି ଟଳିପଡ଼ିଲେ

ହୋମଗାର୍ଡ ପାଇଁ ଦୌଡ଼ି ଟଳିପଡ଼ିଲେ

ଖଲ୍ଲିକୋଟ: ହୋମଗାର୍ଡ ପାଇଁ ଦୌଡ଼ ପ୍ରତିଯୋଗିତା ବେଳେ ମୃତ୍ୟୁବରଣ କଲା ଯୁବକ। ଛତ୍ରପୁର ରିଜର୍ଭ ପୁଲିସ ପଡ଼ିଆରେ ଶାରୀରିକ ପରୀକ୍ଷା ବେଳେ ଘଟିଛି ମୃତ୍ୟୁ। ମୃତକ ତାରସିଂ ଥାନା ତୁଳସୀପଲ୍ଲୀ ଅଂଚଳର ଶିବରାମ ପ୍ରଧାନ ବୋଲି ସୂଚନା ମିଳିଛି । ଦୌଡ଼ିବା ବେଳେ ଅସୁସ୍ଥ ହେବାରୁ ଛତ୍ରପୁର ମେଡିକାଲ୍‌ରେ ଭର୍ତ୍ତି ହୋଇଥିଲେ। ଗୁରୁତର ହେବାରୁ ବ୍ରହ୍ମପୁର ସ୍ଥାନାନ୍ତର କରାଯାଇଥିଲା। ଚିକିତ୍ସା ବେଳେ ମୃତ ଘୋଷଣା କଲେ ଡାକ୍ତର।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking