30.1 C
Bhubaneswar
Tuesday, February 10, 2026
Homeଓଡିଶାଭିଜିଲାନ୍ସ ଟ୍ରାପରେ  ଡିଆଇସି ଜିଏମ

ଭିଜିଲାନ୍ସ ଟ୍ରାପରେ  ଡିଆଇସି ଜିଏମ

ସୁବର୍ଣ୍ଣପୁର  :  ଭିଜିଲାନ୍ସ ଜାଲରେ ଜିଲ୍ଲା ଶିଳ୍ପ କେନ୍ଦ୍ର ଜେନେରାଲ ମ୍ୟାନେଜର । ଡିଆଇସି  ଜେନେରାଲ  ମ୍ୟାନେଜର ବିପିନ ଦେହୁରୀଙ୍କୁ ଧରିଲା ଭିଜିଲାନ୍ସ । ୫ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଧରିଲା ଭିଜିଲାନ୍ସ । ଲୋନ କରାଇଦେବାକୁ  ହିତାଧିକାରୀଙ୍କ ଠାରୁ  ଲାଞ୍ଚ ନେଉଥିଲେ । ସେତିକି ବେଳେ ମାଡି ଜିଲ୍ଲା ଶିଳ୍ପ କେନ୍ଦ୍ର ଜେନେରାଲ ମ୍ୟାନେଜର ଉପରେ ମାଡି ବସିଛି ଭିଜିଲାନ୍ସ ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking