20.1 C
Bhubaneswar
Thursday, February 12, 2026
Homeଓଡିଶାହୀରାକୁଦ ଡ୍ୟାମ୍‌ : ବ୍ୟୟ ହେବ ୮୫୫ କୋଟି

ହୀରାକୁଦ ଡ୍ୟାମ୍‌ : ବ୍ୟୟ ହେବ ୮୫୫ କୋଟି

ସମ୍ବଲପୁର : ବ୍ୟୟ ହେବ ୮୫୫ କୋଟି । ହୀରାକୁଦ ଡ୍ୟାମ୍‌ ପ୍ରକଳ୍ପ କେନାଲ୍‌ ପଦ୍ଧତି ନବୀକରଣ ନିଷ୍ପତ୍ତି । ଆସନ୍ତା ୪ ବର୍ଷରେ ନବୀକରଣ ପାଇଁ ଖର୍ଚ୍ଚ ହେବ ୮୫୫ କୋଟି । ୨୦୨୪-୨୫ରୁ ୨୦୨୭-୨୮ ମଧ୍ୟରେ ବ୍ୟୟ କରିବାକୁ ନିଷ୍ପତ୍ତି । ଜଳସମ୍ପଦ ବିଭାଗ ପକ୍ଷରୁ ଏନେଇ ଜାରି ହେଲା ସଂକଳ୍ପ ପତ୍ର ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking