30.1 C
Bhubaneswar
Friday, February 13, 2026
Homeଓଡିଶାଧୂଷୁରୀ ଓ ତିହିଡି ଏନଏସିରେ ୧୪ଟି ଲେଖାଏଁ ୱାର୍ଡ

ଧୂଷୁରୀ ଓ ତିହିଡି ଏନଏସିରେ ୧୪ଟି ଲେଖାଏଁ ୱାର୍ଡ

ଭୁବନେଶ୍ୱର: ଭଦ୍ରକର ଦୁଇ ନୂଆ ଏନଏସିର ସୀମା ନିର୍ଦ୍ଧାରଣ ଏବଂ ସଂରକ୍ଷଣ ପାଇଁ ପ୍ରକାଶ ପାଇଲା ଚିଠା ପ୍ରସ୍ତାବ । ଧୁଷୁରୀ ଏବଂ ତିହିଡି ଏନଏସି ପାଇଁ ଜିଲ୍ଲା ପ୍ରସାସନ ପକ୍ଷରୁ ଚିଠା ପ୍ରସ୍ତାବ ପ୍ରକାଶ ପାଇଛି । ଉଭୟେ ଏନଏସିରେ ରହିବ ୧୪ଟି ଲେଖାଏଁ ୱାର୍ଡ । ୮ଟି ଆସନ ସଂରକ୍ଷଣ ଏବଂ ୬ଟି ଆସନ ଅଣ ସଂରକ୍ଷଣ ରହିବ । ଧୂଷୁରୀ ଏନଏସିର ମୋଟ ଲୋକସଂଖ୍ୟା ରହିବ ୧୦ହଜାର ୩୪୯ । ସେହିଭଳି ତିହିଡି ଏନଏସିର ମୋଟ ଜନସଂଖୟା ରହିବ । ୧୩ ହଜାର ୮୦୫ । ୧୦ ଦିନ ମଧ୍ୟରେ ଚିଠା ପ୍ରସ୍ତାବ ଉପରେ ଆପତ୍ତି ଅଭିଯୋଗ ହୋଇପାରେ ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking