25.1 C
Bhubaneswar
Monday, December 8, 2025
Homeଓଡିଶାଜେଲ୍‌ରୁ ବାହାରିଲେ ଧିମାନ ଚକ୍‌ମା

ଜେଲ୍‌ରୁ ବାହାରିଲେ ଧିମାନ ଚକ୍‌ମା

ଭବାନୀପାଟଣା: ଭବାନୀପାଟଣା ଜେଲ୍‌ରୁ ବାହାରିଲେ ଆଇଏଏସ୍ ଧିମାନ ଚକ୍‌ମା। ୪୦ ଦିନ ପରେ ଜେଲ୍‌ରୁ ବାହାରିଲେ ଧିମାନ ଚକ୍‌ମା। କ୍ରସର୍ ମାଲିକଙ୍କଠାରୁ ୧୦ ଲକ୍ଷ ଲାଞ୍ଚ ନେଇ ଗିରଫ ହୋଇଥିଲେ। ସର୍ତ୍ତମୂଳକ ଜାମିନ୍‌ରେ ଧିମାନ ଚକ୍‌ମା ଜେଲରୁ ବାହାରିଲେ।

 

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking