29.1 C
Bhubaneswar
Sunday, March 16, 2025
Homeଓଡିଶାଧର୍ମେନ୍ଦ୍ର ପ୍ରଧାନଙ୍କ ଶୋକପ୍ରକାଶ

ଧର୍ମେନ୍ଦ୍ର ପ୍ରଧାନଙ୍କ ଶୋକପ୍ରକାଶ

ଭୁବନେଶ୍ବର: ପଦ୍ମଭୂଷଣ ରମାକାନ୍ତ ରଥଙ୍କ ପରଲୋକ । କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଶୋକପ୍ରକାଶ । ରମାକାନ୍ତ ରଥଙ୍କ ବିୟୋଗରେ ଦୁଃଖିତ ଓ ମର୍ମାହତ । ଓଡିଆ ସାହିତ୍ୟରେ ତାଙ୍କର ଯୋଗଦାନ ଅକଳ୍ପନୀୟ । ତାଙ୍କର ଅନେକ କାଳଜୟୀ କବିତା ରହିଛ । ସେଗୁଡିକ ଓଡିଆ ଜନମାନସରେ ସ୍ମରଣୀୟ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking