26.1 C
Bhubaneswar
Friday, October 25, 2024
Homeଓଡିଶାଧାମରାରେ ଫସିଲା ୨ ଟ୍ରଲର

ଧାମରାରେ ଫସିଲା ୨ ଟ୍ରଲର

ଭଦ୍ରକ: ବାତ୍ୟା ଦାନା ପାଇଁ ଧାମରା ବନ୍ଦରରେ ଫସିଲା ୨ ଟ୍ରଲର । ଫସିଥିବା ଟ୍ରଲର ୨ ପଶ୍ଚିମବଙ୍ଗର ସୂଚନା । କିଛି ଦୂରରେ ଲଙ୍ଗର ପକାଇ ରହିଛନ୍ତି। ଟ୍ରଲରରେ କେତେ ମତ୍ସ୍ୟଜୀବୀ ଅଛନ୍ତି ଜଣାପଡିନି। ବାତ୍ୟା ଦାନାର ଲ୍ୟାଣ୍ଡଫଲ ପ୍ରକ୍ରିୟା ଶେଷ। ଭୀଷଣ ବାତ୍ୟା ଦୁର୍ବଳ ହୋଇ ବାତ୍ୟାକୁ ଆସିଲା । ଦୁର୍ବଳ ହୋଇ ଘଣ୍ଟାକୁ ୧୦ କିମି ବେଗରେ ଗତି କରୁଛି। ଦୁର୍ବଳ ହୋଇ ଉତ୍ତର ପଶ୍ଚିମବଙ୍ଗ ଆଡେ ଗତି କରୁଛି । ସ୍ଥଳଭାଗରେ ପବନର ବେଗ ୮୦ ରୁ ୯୦ କିମି ରହିଛି । ପବନର ବେଗ ୧୦୦ କିମି ପର୍ଯ୍ୟନ୍ତ ରହିଛି । ପରବର୍ତ୍ତୀ ୬ ଘଣ୍ଟାରେ ଦୁର୍ବଳ ହୋଇ ଗଭୀର ଅବପାତ ହେବ । ଏଥିସହିତ ୩ ଜିଲ୍ଲାକୁ ରେଡ ଆଲର୍ଟ । ବାତ୍ୟାର ଲ୍ୟାଣ୍ଡଫଲ ପରେ ୩ ଜିଲ୍ଲାକୁ ରେଡ ଆଲର୍ଟ ଜାରି ନେଇ ସୂଚନା ରହିଛି । ଭଦ୍ରକ , ବାଲେଶ୍ୱର , ମୟୁରଭଞ୍ଜ ଜିଲ୍ଲାକୁ ରେଡ ଆଲର୍ଟ ଜାରି । ଅତି ପ୍ରବଳରୁ ପ୍ରବଳ ବର୍ଷା ନେଇ ରେଡ ଆଲର୍ଟ ଜାରି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking