16.1 C
Bhubaneswar
Sunday, December 7, 2025
Homeଓଡିଶାଧାମ ବିବାଦ, ମାର୍ଗଦର୍ଶିକା ଆସିବ: ପୃଥ୍ୱୀରାଜ

ଧାମ ବିବାଦ, ମାର୍ଗଦର୍ଶିକା ଆସିବ: ପୃଥ୍ୱୀରାଜ

ଭୁବନେଶ୍ୱର: ଧାମ ବିବାଦକୁ ନେଇ ରିପୋର୍ଟ ଉପସ୍ଥାପନ କଲେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ।  ରିପୋର୍ଟ ନେଇ ସୂଚନା ଦେଇଛନ୍ତି ଆଇନ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ । ଯେଉଁ ରିପୋର୍ଟ ଉପସ୍ଥାପନ କରିଛନ୍ତି ମୁଖ୍ୟମନ୍ତ୍ରୀଙ୍କୁ ଅବଗତ କରିବୁ । ଏହା ଉପରେ ସରକାର ପରବର୍ତ୍ତୀ ପଦକ୍ଷେପ ନେବେ । ଯେକୌଣସି ସ୍ଥାନରେ ଜଗନ୍ନାଥ ମନ୍ଦିର କରିବାରେ ଅସୁବିଧା ନାହିଁ । ମାତ୍ର ନିର୍ଦ୍ଦିଷ୍ଟ ବ୍ୟବସ୍ଥା ଓ ପୂଜାବିଧି ପାଇଁ ମାର୍ଗଦର୍ଶିକା ଆସିବ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking