ରାଉରକେଲା: ରାଉରକେଲାରେ ପହଞ୍ଚିଲେ ଡିଜିପି ୱାଇବି ଖୁରାନିଆ । ଡିଜିପିଙ୍କ ସହ ଆଇଜି ଦୀପକ କୁମାର ଓ ଅନ୍ୟ ବରିଷ୍ଠ ଅଧିକାରୀ ଉପସ୍ଥିତ ଅଛନ୍ତି । ବିସ୍ଫୋରକ ସାମଗ୍ରୀ ମାଓବାଦୀ ଲୁଟିବା ଘଟଣା ଉପରେ ଆଲୋଚନା କରାଯିବ ।