ପୁରୀ: ପୁରୀରେ ଶ୍ରୀମନ୍ଦିର ସୁରକ୍ଷା ବ୍ୟବସ୍ଥା ନେଇ ଡିଜିପି ୱାଇ ବି ଖୁରାନିଆ ସମୀକ୍ଷା କରିଛନ୍ତି । ରଥଯାତ୍ରା ପୂର୍ୱରୁ ନିଜେ ପୋଲିସ ଡିଜି ପୁରୀ ଶ୍ରୀମନ୍ଦିର ପହଞ୍ଚି ସୁରକ୍ଷା ବ୍ୟବସ୍ଥାର ଯାଞ୍ଚ କରିଛନ୍ତି । ଶ୍ରୀମନ୍ଦିର ଆଗରେ ଆର୍ମଡ ଭେହିକିଲ ବଜ୍ରର ପଇଁତରା ମାରୁଛି । ସୁରକ୍ଷା ସ୍ଥିତିକୁ ନେଇ ପଇଁତରା ମାରୁଛନ୍ତି ସଶସ୍ତ୍ର ଆର୍ମଡ ଫୋର୍ସ ।