24.1 C
Bhubaneswar
Friday, February 6, 2026
Homeଓଡିଶାଡବଲ ଇଞ୍ଜିନ ସରକାରରେ ବିକାଶ କାଇଁ: ନବୀନ

ଡବଲ ଇଞ୍ଜିନ ସରକାରରେ ବିକାଶ କାଇଁ: ନବୀନ

ଭୁବନେଶ୍ୱର: ପ୍ରତିଷ୍ଠା ଦିବସରେ ଶାସକ ଦଳକୁ କଡା ସମାଲଚନା କଲେ ନବୀନ । କହିଲେ, ଓଡିଶାରେ ଏବେ ଡବଲ ଇଞ୍ଜିନ ସରକାର, ବିକାଶ କାଇଁ । ସାର ପାଉନି ଚାଷୀ, ରାଜ୍ୟରେ ମଣ୍ଡି ଖୋଲୁନି । ମିଶନ ଶକ୍ତି ମା ହଇରାଣ, ଯୁବ ସମାଜ ହତାଶ ହେଉଛନ୍ତି । ଆଇନଶୃଙ୍ଖଳା ନ କହିବା ଭଲ, ମହିଳା ଅତ୍ୟାଚାର ବଢିଚାଲିଛି । ଏପରିକି ନାବାଳିକାମାନେ ଏବେ ଆଦୌ ସୁରକ୍ଷିତ ନୁହନ୍ତି ।୯ ତମ ପ୍ରତିଷ୍ଠା ଦିବସ ଅବସରରେ ବିରୋଧୀ ଦଳ ନେତା ତଥା ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ଲୋକଙ୍କ ସ୍ୱର ହୋଇ ବିଜୁ ଜନତା ଦଳ ସାଜିଛି ଓଡ଼ିଶାର ବଳ ସାଜିବାକୁ ଆହ୍ବାନ ଦେଇଛନ୍ତି । ଓଡ଼ିଶାର ବିକାଶରେ ବିଜୁ ଜନତା ଦଳ ସର୍ବଦା ଅଟଳ । ବିଜୁ ବାବୁଙ୍କ ଆଦର୍ଶ ଓ ଲକ୍ଷ ଲକ୍ଷ କର୍ମୀଙ୍କ ସମର୍ପଣରେ ବିଜୁ ଜନତା ଦଳ ଦେଶର ଶ୍ରେଷ୍ଠ ଆଞ୍ଚଳିକ ଦଳ ହୋଇଛି ।  ପ୍ରତିଷ୍ଠା ଦିବସ ଅବସରରେ ସମସ୍ତେ ସେବା, ସ୍ୱାଭିମାନ ଓ ସଂଗ୍ରାମର ମନ୍ତ୍ରରେ ସଂକଳ୍ପବଦ୍ଧ ହୋଇ ଆଗକୁ ବଢ଼ିବାକୁ ଆହ୍ବାନ ଦେଇଛନ୍ତି ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ।

ବିଜେଡି ଶହେ ବର୍ଷ ଯାଏଁ ରହିବ: ନବୀନ

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking