15.1 C
Bhubaneswar
Tuesday, December 9, 2025
Homeଓଡିଶାଆଜିଠାରୁ ଶ୍ରୀମନ୍ଦିରରେ ଦେବଦୀପାବଳି ନୀତି

ଆଜିଠାରୁ ଶ୍ରୀମନ୍ଦିରରେ ଦେବଦୀପାବଳି ନୀତି

ପୁରୀ: ଶ୍ରୀମନ୍ଦିରରେ ଆଜିଠାରୁ ଦେବଦୀପାବଳି ନୀତି । ତିନିଦିନ ଧରି  ମହାପ୍ରଭୁଙ୍କ  ଦେବଦୀପାବଳି ନୀତି ଅନୁଷ୍ଠିତ ହେବ ।  ଏହି ତିନିଦିନ ମହାପ୍ରଭୁ ପିତୃପୁରୁଷଙ୍କ ଉଦ୍ଦେଶ୍ୟରେ ଦୀପଦାନ କରିବା ସହ ଶ୍ରାଦ୍ଧ ପ୍ରଦାନ କରିବାର ବିଧି ରହିଛି ।   ସାଧାରଣ ହିନ୍ଦୁମାନେ  ଯେପରିକି କାର୍ତ୍ତିକ ଅମାବାସ୍ୟା ତିଥି ଦୀପାବଳି ଦିନ ନିଜ  ପିତୃପୁରୁଷଙ୍କ ଉଦ୍ଦେଶ୍ୟରେ  ଶ୍ରାଦ୍ଧ ତର୍ପଣାଦି କରି  ଦୀପଦାନ କରିଥାନ୍ତି । ଠିକ ସେହିପରି  ମହାପ୍ରଭୁ ଜଗନ୍ନାଥ  ମାର୍ଗଶୀର  ମାସ କୃଷ୍ଣପକ୍ଷ  ଚତୁର୍ଦ୍ଦଶୀ, ଅମାବାସ୍ୟା ଓ ଶୁକ୍ଲ ପ୍ରତିପଦା  ତିଥିରେ  ତିନିଦିନ ଧରି  ପିତୃଗଣଙ୍କୁ ଶ୍ରାଦ୍ଧ ପ୍ରଦାନ ପୂର୍ବକ  ଦୀପଦାନ କରିଥାନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking