32.1 C
Bhubaneswar
Friday, September 20, 2024
Homeଓଡିଶାଡିସିପିଙ୍କୁ ଭେଟିବେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା

ଡିସିପିଙ୍କୁ ଭେଟିବେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା

ଭୁବନେଶ୍ୱର : ମେଜରଙ୍କ ବାନ୍ଧବୀଙ୍କୁ ଦୁର୍ବ୍ୟବହାର ଘଟଣା । ଡିସିପିଙ୍କୁ ଭେଟିବେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା । ଘଟଣାକୁ ନେଇ ଡିସିପିଙ୍କୁ ଦେଖା କରିବା ସାଙ୍ଗକୁ ଘଟଣା ସମ୍ପର୍କରେ ଆଲୋଚନା ପାଇଁ ଡାକିଲେ ଉପମୁଖ୍ୟମନ୍ତ୍ରୀ । ଡିସିପିଙ୍କ ସହିତ ଆଲୋଚନା ପରେ ମେଜରଙ୍କ ବାନ୍ଧବୀଙ୍କୁ ମଧ୍ୟ ଭେଟିବେ ଉପମୁଖ୍ୟମନ୍ତ୍ରୀ । ମେଜରଙ୍କ ବାନ୍ଧବୀଙ୍କ ସହିତ କଥାବାର୍ତ୍ତା ପରେ ସବିଶେଷ ବିବରଣୀ ଗଣମାଧ୍ୟମ ସାମ୍ନାରେ ରଖିବେ ବୋଲି କହିଲେ ଉପ ମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking