27.1 C
Bhubaneswar
Thursday, April 9, 2026
Homeଓଡିଶାଆକ୍ସନମୋଡରେ ଉପମୁଖ୍ୟମନ୍ତ୍ରୀ କେଭି

ଆକ୍ସନମୋଡରେ ଉପମୁଖ୍ୟମନ୍ତ୍ରୀ କେଭି

ଭୁବନେଶ୍ୱର: ଆକ୍ସନ ମୋଡରେ ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂହ ଦେଓ । ଦୁର୍ନୀତି ଅଭିଯୋଗ ପାଇବା ପରେ ଭିଜିଲାନ୍ସ ଅଧିକାରୀଙ୍କ ସହ ପହଞ୍ଚିଲେ । ମୈତ୍ରୀ ବିହାର ସ୍ଥିତ ଖସ୍ତି ବିଭାଗର ଇଆଇସିଙ୍କ କାର୍ଯ୍ୟାଳୟରେ ଚଢାଉ କରାଯାଇଛି । ଦିନ ୩ଟା ୧୫ରେ କୌଣସି କର୍ମଚାରୀଙ୍କୁ ନ ପାଇବାରୁ କାର୍ଯ୍ୟାନୁଷ୍ଠାନ ନିର୍ଦ୍ଦେଶ ଦିଆଯାଇଛି । ଦୁର୍ନୀତି ସହ ଅନିୟମିତତା ଅଭିଯୋଗ କରିଥିଲେ ମନ୍ତ୍ରୀ ଗୋକୁଳାନନ୍ଦ ମଲ୍ଲିକ ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking