26.1 C
Bhubaneswar
Saturday, March 14, 2026
Homeଓଡିଶାଖରିଆର ରୋଡ଼ରେ ବିଜେପି ପାଇଁ ଭୋଟ ପ୍ରଚାର କଲେ ଉପ ମୁଖ୍ୟମନ୍ତ୍ରୀ

ଖରିଆର ରୋଡ଼ରେ ବିଜେପି ପାଇଁ ଭୋଟ ପ୍ରଚାର କଲେ ଉପ ମୁଖ୍ୟମନ୍ତ୍ରୀ

ନୂଆପଡ଼ା: ଆଜି ଖରିଆର ରୋଡ଼ ର ୱାର୍ଡ ନଂ. ୧୫ ରେ ଘର କୁ ଘର ବୁଲି ଦଳର ପ୍ରାର୍ଥୀ ଶ୍ରୀ ଜୟ ଢୋଲକିଆଙ୍କୁ ପଦ୍ମ ଫୁଲ ଚିହ୍ନରେ ବିପୁଳ ସଂଖ୍ୟାରେ ଭୋଟ ଦେଇ ବିଜୟୀ କରାଇବା ପାଇଁ ଜନସାଧାରଣ ଙ୍କୁ ନିବେଦନ କରିବା ସହ ବିଜେପି ର ପାର୍ଥି ବିଜୟ ହେଲେ ସହରର ବିକାଶ ହେବା ସୁନିଶ୍ଚିତ ବୋଲି ଉପମୁଖ୍ୟ ମନ୍ତ୍ରୀ କନକବର୍ଦ୍ଧନ ସିଂହଦେଓ କହିଛନ୍ତି । ଉପମୁଖ୍ୟମନ୍ତ୍ରୀ ଙ୍କ ସହ ସାଂସଦ ଶ୍ରୀଯୁକ୍ତ ସୁକାନ୍ତ କୁମାର ପାଣିଗ୍ରାହୀ,ଏନଏସି ଅଧ୍ୟକ୍ଷା ସୋନିଆ ଜେନଙ୍କ ସହ ସ୍ଥାନୀୟ ବିଜେପି ନେତୃବୃନ୍ଦ ମାନେ ମଧ୍ୟ ଉପସ୍ଥିତ ରହିଥିଲେ। ଖରିଆର ରୋଡ ଏନ୍ଏସିକୁ ଏକ ବିକଶିତ ଏନଏସି ରେ ପରିଣତ କରିଵାକୁ ବିଜେପି ସରକାର ସଂକଳ୍ପବଦ୍ଧ ବୋଲି କହିବା ସହ ଖରିଆରର ଭାଇଭଉଣୀ ମାନେ ବିପୁଳ ସଂଖ୍ୟାରେ ଜୟ ଢୋଲକିଆଙ୍କୁ ପଦ୍ମ ଚିହ୍ନରେ ଭୋଟ ଦେଇ ଜୟଯୁକ୍ତ କରାଇବାକୁ ଭୋଟର ମାନଙ୍କୁ ନିବେଦନ କରିଥିଲେ ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking