27.1 C
Bhubaneswar
Sunday, September 29, 2024
Homeଓଡିଶାଜିଲ୍ଲପାଳଙ୍କୁ ଦାବିପତ୍ର

ଜିଲ୍ଲପାଳଙ୍କୁ ଦାବିପତ୍ର

ଯାଜପୁର : ଅଧିକ ସୁଧ ର ଲୋଭ ଦେଖାଇ ଶତାଧିକ ମହିଳାଙ୍କ ଠାରୁ କୋଟିଏରୁ ଉର୍ଦ୍ଧ ଟଙ୍କା ଠକିନେଲା ପାଂଇନାନ୍ସ କର୍ମଚାରୀ । ଯାଜପୁର ବ୍ଳକ ସିମିଳିଆ ପଂଚାୟତ ଅନ୍ତର୍ଗତ ଗୋବିନ୍ଦପୁର,ଗୌଡସାହି ଏବଂ ମଇଦପୁର ଅଂଚଳର ଶତାଧିକ ମହିଳା ଏଭଳି ଠକାମୀର ଶିକାର ହୋଇଛନ୍ତି । ସ୍ଥାନୀୟ ଗୋବିନ୍ଦପୁର ଗାଁର ଚନ୍ଦନ କୁମାର ଭୁୟାଁ ମହିଳା ମାନଙ୍କୁ ଋଣ ଆଣି ଦେଲେ ଅଧିକ ସୁଧ ଦେବାର ପ୍ରତିଶୃତି ଦେଇ କୋଟିଏ ରୁ ଉର୍ଦ୍ଦ ଠକିନେଇଥିବା ଜଣାପଡିଛି । ଟଙ୍କା ପାଇବା ଆଶାରେ ବାର ଦୁଆର ଶୁଣ୍ଡି ପିଣ୍ଡା ହେଉଥିବା ମହିଳା ମାନେ ଏବେ ଜିଲାପାଳଙ୍କ ଦ୍ୱାରସ୍ଥ ହୋଇଛନ୍ତି । ପୋଲିସ ଏମାନଙ୍କ ଅଭିଯୋଗ ଶୁଣି ମଧ୍ୟ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁନଥିବା ଅଭିଯୋଗ କରିଛନ୍ତି । ତେଣୁ ଉକ୍ତ ଠକଙ୍କୁ ତୁରନ୍ତ ଗିରପଂ କରି ତା ନିକଟରୁ ଟଙ୍କା ଆଦାୟ କରିବାକୁ ଦାବୀ କରାଯାଇଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking