25.1 C
Bhubaneswar
Tuesday, February 3, 2026
Homeଓଡିଶାକଟକ ଜିଲ୍ଲାପାଳଙ୍କୁ ସ୍ବାଧିକାର ଭଙ୍ଗ ନୋଟିସ୍‌ ଦାବି

କଟକ ଜିଲ୍ଲାପାଳଙ୍କୁ ସ୍ବାଧିକାର ଭଙ୍ଗ ନୋଟିସ୍‌ ଦାବି

ଭୁବନେଶ୍ୱର: ନେତାଜୀ ଜୟନ୍ତୀ କାର୍ଯ୍ୟକ୍ରମକୁ ଦେବାଶିଷ ସାମନ୍ତରାୟଙ୍କୁ ଡକାନଯିବା ଘଟଣା। ରାଜ୍ୟସଭାରେ ପ୍ରସଙ୍ଗ ଉଠାଇ ଅଧ୍ୟକ୍ଷଙ୍କ ଦୃଷ୍ଟି ଆକର୍ଷଣ କଲେ ଦେବାଶିଷ। କଟକ ଜିଲ୍ଲାପାଳଙ୍କ ବିରୋଧରେ ସ୍ୱାଧିକାର ଭଙ୍ଗ ନୋଟିସ୍ ଜାରି ପାଇଁ ଦାବି କଲେ।  ଜିଲ୍ଲାପାଳ ରାଜ୍ୟସଭା ସାଂସଦଙ୍କୁ ନ ଡାକିବା ଗୃହ ପାଇଁ ଅପମାନ କହିଲେ। ଗୃହର ମୁଖ୍ୟ ଭାବେ ଗୁରୁତର ସହ ନେଇ ଜିଲ୍ଲାପାଳଙ୍କୁ ସ୍ୱାଧିକାର ଭଙ୍ଗ ନୋଟିସ୍ ଦିଅନ୍ତୁ।  ରାଜ୍ୟସଭାରେ ପ୍ରସଙ୍ଗ ଉଠିବା ନେଇ ଜିଲ୍ଲାପାଳଙ୍କ ପ୍ରତିକ୍ରିୟା ମିଳିପାରିନି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking