16.1 C
Bhubaneswar
Tuesday, December 9, 2025
Homeଦେଶ ବିଦେଶଅଦିନିଆ ରଥଯାତ୍ରା ପାଳିଲା ଦିଲ୍ଲୀ

ଅଦିନିଆ ରଥଯାତ୍ରା ପାଳିଲା ଦିଲ୍ଲୀ

ନୂଆଦିଲ୍ଲୀ: ଦିଲ୍ଲୀର କମଳା ନଗରରେ ରବିବାର ରଥଯାତ୍ରା ପାଳନ କରାଯାଇଛି । ଏହି କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ରେଖା ଗୁପ୍ତା । ଅନେକ ହଜାର ଶ୍ରଦ୍ଧାଳୁଙ୍କ ଉପସ୍ଥିତିରେ ରଥଯାତ୍ରା ଆୟୋଜନ ହୋଇଥିଲା । ସ୍ଥାନୀୟ ଗୀତା ଭବନ ଏବଂ ପଞ୍ଚାୟତିଭବନ ପକ୍ଷରୁ ଏହି ରଥଯାତ୍ରା ଆୟୋଜିତ ହୋଇଥିଲା । ଏହି ଅବସରରେ ମୁଖ୍ୟମନ୍ତ୍ରୀ ରେଖା ଗୁପ୍ତା ଦିଲ୍ଲୀବାସୀଙ୍କୁ ଅଭିନନ୍ଦନ ଜଣାଇବା ସହ ପ୍ରଭୁ ଜଗନ୍ନାଥ ସର୍ବଦା ଦିଲ୍ଲୀ ତଥା ଦେଶବାସୀଙ୍କ ଉପରେ ଆଶୀର୍ବାଦ ବଜାୟ ରଖନ୍ତୁ ବୋଲି କାମନା କରିଥିଲେ । ତେବେ ଏହାକୁ ଏକ ଅଦିନିଆ ରଥଯାତ୍ରା ବୋଲି କହି ଅନେକ ଟ୍ରୋଲ କରିବା ସହ ରେଖା ଗୁପ୍ତା ଏବଂ ରଥଯାତ୍ରାର ଆୟୋଜକଙ୍କୁ ସମାଲୋଚନା କରିଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking