15.1 C
Bhubaneswar
Wednesday, December 17, 2025
Homeଖେଳ୧୧ କୋଟିରେ ରାହୁଲଙ୍କୁ କିଣିଲା ଦିଲ୍ଲୀ: ୧୮ କୋଟିରେ ବିକ୍ରି ହେଲେ ୟୁଜି ଚହଲ

୧୧ କୋଟିରେ ରାହୁଲଙ୍କୁ କିଣିଲା ଦିଲ୍ଲୀ: ୧୮ କୋଟିରେ ବିକ୍ରି ହେଲେ ୟୁଜି ଚହଲ

ନୂଆଦିଲ୍ଲୀ: ୨୦୨୫ ଆଇପିଏଲରେ ଦିଲ୍ଲୀ କ୍ୟାପିଟାଲ୍ସ ପକ୍ଷରୁ ଖେଳିବେ ଲକ୍ଷ୍ନୌ ସୁପର ଜାଏଣ୍ଟସର ପୂର୍ବତନ ଅଧିନାୟକ କେଏଲ ରାହୁଲ । ତାଙ୍କୁ ଦିଲ୍ଲୀ ୧୪ କୋଟି ଟଙ୍କାରେ କିଣିଛି। ରାହୁଲଙ୍କୁ ଆଜି ଅକ୍ସନରେ କିଣିବା ପାଇଁ ପ୍ରଥମେ କୋଲକାତା ଓ ଆରିସିବି ଚାହିଁଥିଲେ। ଦୁଇ ଟିମ ୯ କୋଟି ଯାଏ ପରସ୍ପର ସହ ଲଢ଼େଇ କରିଥିଲେ। ତେବେ ୧୧ କୋଟି ଟଙ୍କା ସହ ଦିଲ୍ଲୀ ବିଡରେ ପ୍ରବେଶ କରିଥିଲା। କିନ୍ତୁ କେକେଆର ହାର ମାନି ନଥିଲା। ଏହି ପ୍ରାଞ୍ଚାଇଜ ୧୧.୭୫ କୋଟି ଯାଏ ରାହୁଲଙ୍କୁ ନିଜ ସହ ସାମିଲ କରିବାକୁ ଚାହିଁଥିଲା। ଏହାପରେ ଚେନ୍ନାଇ ଆସିଥିଲା। ଚେନ୍ନାଇ ରାହୁଲଙ୍କ ଦାମ ୧୩ କୋଟି ଯାଏ ବଢ଼ାଇଥିଲା। ହେଲେ ଡିସି ୧୪ କୋଟିର ବିଡ ଡାକିବାରୁ ଚେନ୍ନାଇ ଓହରି ଯାଇଥିଲା। ଲକ୍ଷ୍ନୌ ମଧ୍ୟ ଆରଟିଏମ କାର୍ଡ ବ୍ୟବହାର କରି ନଥିଲା। ଶେଷରେ ରାହୁଲ ଦିଲ୍ଲୀକୁ ୧୪ କୋଟି ଟଙ୍କାରେ ଯାଇଛନ୍ତି ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking