19.1 C
Bhubaneswar
Tuesday, February 10, 2026
Homeଓଡିଶାଭାଇବୋହୂକୁ ହତ୍ୟା କଲା ଦେଢ଼ଶୁର

ଭାଇବୋହୂକୁ ହତ୍ୟା କଲା ଦେଢ଼ଶୁର

ରାୟଗଡା: ରାୟଗଡାରୁ ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି । ଦେଢଶୁରର କୋଦାଳ ଚୋଟରେ ଭାଇବୋହୂଙ୍କ ମୃତ୍ୟୁ ଘଟିଛି । କଲ୍ୟାଣସିଂହପୁର ଥାନା ଡେପାଗୁଡା ଗାଁରେ ଘଟିଛି ଏହି ଅଭାବନୀୟ ଘଟଣା । ଜମି ବିବାଦକୁ ନେଇ ହତ୍ୟା ହୋଇଥିବା ସୂଚନା ମିଳିଛି । ଖବର ପାଇ ଘଟଣାସ୍ଥଳରେ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ଅଧିକ ତଥ୍ୟ ପାଇଁ ତଦନ୍ତ ଜାରି ରହିଛି ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking