14.1 C
Bhubaneswar
Saturday, December 6, 2025
Homeଓଡିଶାଡାଇବେଟିସ ଆଳୁ ଉତ୍ପାଦନ ପାଇଁ ବିଧାନସଭାରେ ଚର୍ଚ୍ଚା

ଡାଇବେଟିସ ଆଳୁ ଉତ୍ପାଦନ ପାଇଁ ବିଧାନସଭାରେ ଚର୍ଚ୍ଚା

ଭୁବନେଶ୍ୱର: ବିଧାନସଭାରେ ଡାଇବେଟିସ ଆଳୁକୁ ନେଇ ଚର୍ଚ୍ଚା । ଡାଇବେଟିସ ଆଳୁ ଉତ୍ପାଦନ ପାଇଁ ପ୍ରସ୍ତାବ ରହିଛି ବିଧାନସଭା ରେ । ଡାଇବେଟିସ ଆଳୁ ଉତ୍ପାଦନ ପାଇଁ କୃଷି ମନ୍ତ୍ରୀଙ୍କୁ ପ୍ରସ୍ତାବ । ଏ ନେଇ ବିଧାନସଭାରେ ପ୍ରସ୍ତାବ ରଖିଛନ୍ତି ବିଜେଡି ବିଧାୟକ ଅଶ୍ୱିନୀ ପାତ୍ର । ଉପମୁଖ୍ୟମନ୍ତ୍ରୀ କହିଛି ବିଧାୟକଙ୍କ ଠାରୁ ନିଆଯିବ ପ୍ରସ୍ତାବ । ସେହି ପରି ଆଜି ବିଧାନସଭା ଗୃହରେ ଆଳୁ କୁ ନେଇ ଉପମୁଖ୍ୟମନ୍ତ୍ରୀ ମଧ୍ୟ ଆଲୋଚନା କରି ସୂଚନା ଦେଇଥିଲେ । ଉପମୁଖ୍ୟମନ୍ତ୍ରୀ କହିଛନ୍ତି , ଶୀତଳଭଣ୍ଡାର ପାଇଁ ଆଳୁ ସଂରକ୍ଷଣ ରେ ସମସ୍ୟା । ରାଜ୍ୟରେ ୧୩୩ ଟି ଶୀତଳଭଣ୍ଡାର ରୁ ୩୫ ଟି କାର୍ଯ୍ୟକ୍ଷମ । ୫୮ ଟି ବ୍ଲକ ରେ ପିପିସି ମୋଡ଼ ରେ ହେବ ଶୀତଳଭଣ୍ଡାର । ହାଇବ୍ରିଟ ମୋଡ଼ ରେ ଶୀତଳଭଣ୍ଡାର ଲାଗି ଆହ୍ୱାନ । ସେହିପରି , ରବି ଋତୁରେ ଆଳୁ ଚାଷ ପାଇଁ ୬୪ କୋଟି ଖର୍ଚ୍ଚ ହୋଇଛି । ଏ ୧୫ ହଜାର ୨୩ ହେକ୍ଟର ଆଳୁ ଚାଷ ପାଇଁ ଯୋଜନା କରିଛନ୍ତି । ଆଳୁ ଗଛିତ ରଖିବାକୁ ଶୀତଳ ଭଣ୍ଡାର ବ୍ୟବସ୍ଥା କରାଯାଉଛି । ନେଇ ବିଧାନ ସଭାରେ ସୂଚନା ଦେଇଛନ୍ତି ଉପ ମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂ ଦେଓ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking