14.1 C
Bhubaneswar
Thursday, January 15, 2026
Homeଓଡିଶାଭୁବନେଶ୍ୱରଆସିବ ଦେବାଳୟ ଯୋଜନା

ଆସିବ ଦେବାଳୟ ଯୋଜନା

ବ୍ୟୁରୋ :  ମଠ ମନ୍ଦିର ସୁରକ୍ଷା ପାଇଁ  ସରକାର ଆଣିବେ ଦେବାଳୟ ଯୋଜନା । ନୂଆ ଯୋଜନା ନେଇ ଆଇନ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନଙ୍କ ସୂଚନା । ଏନେଇ ଚର୍ଚ୍ଚା ଆଲୋଚନା ସହ ବ୍ଲୁ ପ୍ରିଣ୍ଟ କରାଯାଉଛି କହିଲେ  ମନ୍ତ୍ରୀ  ା ପୂର୍ବ ସରକାର ଅବଢା ଯୋଜନାଁ ରେ କେବଳ ମରାମତି କଥା ଥିଲା ।  ମରାମତି , ରକ୍ଷଣା ବେକ୍ଷଣ ପରିଚାଳନା ସମସ୍ୟା ସମାଧାନ ଏଥିରେ ରହିଛି । ଓଡିଶାର ସଂସ୍କୃତି ଯେଉଁ ମଠ ମନ୍ଦିର  ସହ ଜଡିତ , ତାର ସୁରକ୍ଷା ଆମର ପ୍ରାଥମିକତା ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking