ହରିୟାଣା : ଓମ ପ୍ରକାଶ ଚୌତାଲାଙ୍କ ଦେହାନ୍ତ ହୋଇଛି । ହରିୟାଣାର ପୂର୍ୱତ୍ତନ ମୁଖ୍ୟମନ୍ତ୍ରୀ ଓମ ପ୍ରକାଶ ଚୌତାଲାଙ୍କ ଦେହାନ୍ତ ହୋଇଛି । ଗୁରୁଗ୍ରାମ ସ୍ତିତ ବାସଭବନରେ ଆଖିବୁଜିଲେ ଓମ ପ୍ରକାଶ । ୮୯ ବର୍ଷ ବୟସରେ ଓମ ପ୍ରକାଶ ଚୌତାଲାଙ୍କ ପରଲୋକ ହୋଇଛି ା