24.1 C
Bhubaneswar
Monday, March 23, 2026
Homeଦେଶ ବିଦେଶଦିଲ୍ଲୀରେ ଭୟଙ୍କର ବିସ୍ଫୋରଣ: କାରଣ ଅସ୍ପଷ୍ଟ

ଦିଲ୍ଲୀରେ ଭୟଙ୍କର ବିସ୍ଫୋରଣ: କାରଣ ଅସ୍ପଷ୍ଟ

ନୂଆଦିଲ୍ଲୀ:  ଦିଲ୍ଲୀର ପ୍ରଶାନ୍ତ ବିହାର ସ୍ଥିତ ପିଭିଆର୍ ସିନେମା ହଲ୍ ନିକଟରେ ଜୋରଦାର ବ୍ଲାଷ୍ଟ ହୋଇଛି। ସୂଚନା ମିଳିବା ପରେ ପୁଲିସ ଘଟଣାସ୍ଥଳରେ ପହଞ୍ଚି ଯାଞ୍ଚ ଆରମ୍ଭ କରିଛି। ସୂଚନା ମୁତାବ , ପିଭିଆର୍ ନିକଟରେ ଥିବା ବଂଶୀ ସୁଇଟ୍‌ସ୍ ନିକଟରେ ଏହି ବିସ୍ଫୋରଣ ହୋଇଛି। ଏହା ଏତେ ଭୟଙ୍କର ଥିଲା ଯେ, ବେଶ୍ ଦୂର ଯାଏଁ ଶବ୍ଦ ଶୁଣିବାକୁ ମିଳିଛି। ଫଳରେ ଲୋକେ ଭୟଭୀତ ହୋଇପଡିଛନ୍ତି। ପୁଲିସକୁ ୧୧ଟା ୪୮ ମିନିଟ୍‌ରେ ଏନେଇ ଫୋନ୍ କଲ୍ ଆସିଥିଲା। ଏହାପରେ ପୁଲିସ ଘଟଣାସ୍ଥଳରେ ପହଞ୍ଚିଛି।ତେବେ କେଉଁ କାରଣରୁ ଏହି ବିସ୍ଫୋରଣ ହୋଇଛି ସେ ନେଇ କିଛି ସୂଚନା ମିଳିନାହିଁ। ପୁଲିସ କଲ୍ କରିଥିବା ବ୍ୟକ୍ତି ଓ ବସ୍ଫୋରଣ ନେଇ ଯାଞ୍ଚ ଜାରି ରଖିଛି। ଗୁଜବ ପ୍ରଚାର ନକରିବା ଏବଂ ଶାନ୍ତି ବଜାୟ ରଖିବା ପାଇଁ ପୁଲିସ ଲୋକଙ୍କୁ ନିବେଦନ କରିଛି। ପୁଲିସ କହିଛି ଯେ ଆମେ ଏହି ମାମଲାକୁ ଗମ୍ଭୀରତାର ସହ ଦେଖୁଛୁ। ଏଥିରେ କେହି ମୃତାହତ ହୋଇନହାନ୍ତି।

 

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking