25.1 C
Bhubaneswar
Saturday, February 14, 2026
Homeଓଡିଶାଷଣ୍ଢକୁ ମରଣାନ୍ତକ ଆକ୍ରମଣ: ଗ୍ରାମରେ ଉତ୍ତେଜନା

ଷଣ୍ଢକୁ ମରଣାନ୍ତକ ଆକ୍ରମଣ: ଗ୍ରାମରେ ଉତ୍ତେଜନା

ଯାଜପୁର: ଅଧରାତିରେ ଷେଣ୍ଢକୁ ମରଣାନ୍ତକ ଆକ୍ରମଣ। ଯାଜପୁର ସଦର ଥାନା ଅନ୍ତର୍ଗତ ଅଡ଼ଙ୍ଗ ଗାଁରେ ଘଟିଛି ଏଭଳି ଅଭାବୀୟ ଘଟଣା। ଏହାକୁ ନେଇ ଗ୍ରାମରେ ଉତ୍ତେଜନା। ରାସ୍ତାରେ ଟାୟାର ଜାଳି ପ୍ରତିବାଦ କରିଛନ୍ତି ସ୍ଥାନୀୟ ଗ୍ରାମବାସୀ। ଫଳରେ ଆଙ୍କୁଲା ପାଣିକୋଇଲି ରାସ୍ତା ସମ୍ପୂର୍ଣ୍ଣ ଭାବେ ବନ୍ଦ ହୋଇଛି । ଖବରପାଇ ରାଷ୍ଟ୍ରୀୟ ବଜରଙ୍ଗ ଦଳ ଓ ବିଶ୍ବହିନ୍ଦୁ ପରିଷଦର କର୍ମକର୍ତ୍ତା ମାନେ ମଧ୍ୟ ଘଟଣାସ୍ଥାନରେ ପହଞ୍ଚି ପ୍ରତିବାଦ କରିଛନ୍ତି। ଘଟଣାସ୍ଥାନରେ ଉତ୍ତେଜନା ଦେଖି ଯାଜପୁର ଅତିରିକ୍ତ ଆରକ୍ଷୀ ଅଧିକ୍ଷକଙ୍କ ସମେତ ସଦର ପୋଲିସ ଓ ଯାଜପୁର ପୋଲିସ ପହଞ୍ଚି ଉତ୍ୟକ୍ତ ଲୋକମାନଙ୍କୁ ବୁଝାସୁଝା କରିବା ସହ ତଦନ୍ତ ଆରମ୍ଭ କରିଛି। ଅନ୍ୟପଟେ ଗୁରୁତର ଷଣ୍ଢଟିର ପ୍ରାଥମିକ ଚିକିତ୍ସା କରାଯିବା ପରେ ଭେଟେନାରୀ ଚିକିତ୍ସାଳୟ ନେବା ପାଇଁ ବ୍ୟବସ୍ଥା କରାଯାଇଛି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking