19.1 C
Bhubaneswar
Sunday, January 11, 2026
Homeଓଡିଶାପଥର ସନ୍ଧିରୁ ଗଳିତ ମୃତଦେହ ଉଦ୍ଧାର

ପଥର ସନ୍ଧିରୁ ଗଳିତ ମୃତଦେହ ଉଦ୍ଧାର

ମୋହନା: ମୋହନାରୁ ସାମ୍ନାକୁ ଆସିଛି ଏକ ହୃଦୟବିଦାରକ ଘଟଣା । ପଥର ସନ୍ଧିରୁ ଗଳିତ ମୃତଦେହ ଉଦ୍ଧାର କରାଯାଇଛି । କାଦମଳି ଗାଁ ପାଖ ପାହାଡରୁ ବୃଦ୍ଧଙ୍କ ଗଳିତ ମୃତଦେହ ଉଦ୍ଧାର କରାଯାଇଛି । ପୂର୍ବ ଶତ୍ରୁତାରୁ ବୃଦ୍ଧଙ୍କୁ ହତ୍ୟା କରାଯାଇଥିବା ସମ୍ପର୍କୀୟଙ୍କ ଅଭିଯୋଗ ହୋଇଛି । ପଥରରେ ଛେଚି ହତ୍ୟା ପରେ ପଥର ସନ୍ଧିରେ ଲୁଚାଇଥିଲେ ଅଭିଯୁକ୍ତ । ଖବର ପାଇ ଘଟଣାସ୍ଥଳରେ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ତଦନ୍ତ ସମୟରେ ୩ ଜଣଙ୍କୁ ଗିରଫ କରିଛି ଆର୍‌. ଉଦୟଗିରି ଥାନା ପୋଲିସ ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking