26.1 C
Bhubaneswar
Saturday, April 4, 2026
Homeଓଡିଶାଅଜଣା ବ୍ୟକ୍ତିଙ୍କ ମୃତ ଦେହ ଉଦ୍ଧାର

ଅଜଣା ବ୍ୟକ୍ତିଙ୍କ ମୃତ ଦେହ ଉଦ୍ଧାର

ଯାଜପୁର : ଯାଜପୁର ଜିଲ୍ଲା ୨୦ ଜାତୀୟ ରାଜପଥ ଯାଜପୁର ସଦରଥାନା ଅନ୍ତର୍ଗତ ବନ୍ତ ମିରିଜାପୁରସ୍ଥିତ ରାସ୍ତା କଢରୁ ଗଳିତ ମୃତ ଦେହ ଉଦ୍ଧାର କରାଯାଇଛି। ତେବେ ମୃତକ ଜଣକ କିଏ ଏ ଯାଏ ଜଣା ପଡିନଥିବା ବେଳେ ପରିଚୟ ଅସ୍ପଷ୍ଟ ରହିଛି । ପାରିପାର୍ଶ୍ୱିକ ଅବସ୍ଥା ଦେଖିଲେ କେହି ମାରିକି ଏଠି ଶବ ଫୋପାଡି ଦେଇଥିବା ଅନୁମାନ କରାଯାଉଛି। ଘଟଣା ସମ୍ପର୍କରେ ସ୍ଥାନୀୟ ଲୋକ ସଦର ପୋଲିସକୁ ଖବର ଦେବା ପରେ ପୋଲିସ୍ ପହଞ୍ଚି ଶବକୁ ଜବତ କରି ତଦନ୍ତ ଆରମ୍ଭ କରିଛି ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking