Homeଓଡିଶାମାଈହାତୀର ମୃତଦେହ ଠାବ, ବନ଼ ବିଭାଗର ତଦନ୍ତ ଆରମ୍ଭ ଓଡିଶାବ୍ରେକୀଙ୍ଗ ମାଈହାତୀର ମୃତଦେହ ଠାବ, ବନ଼ ବିଭାଗର ତଦନ୍ତ ଆରମ୍ଭ By Ona Khabara 26/05/2025 Share FacebookTwitterPinterestWhatsAppLinkedinReddItTelegram ତେଲକୋଇ: ପାହାଡ଼ରୁ ମାଈହାତୀର ମୃତଦେହ ଠାବ କରାଯାଇଛି। ତମାଙ୍ଗୋ ପାହାଡ଼ରୁ ଗୋଟିଏ ମାଈହାତୀର ମୃତଦେହ ମିଳିଛି। ଘଟଣାସ୍ଥଳରେ ପହଞ୍ଚି ବନ଼ ବିଭାଗ ତଦନ୍ତ ଆରମ୍ଭ କରିଛି। ମୃତ ହାତୀର ବୟସ ୧୮ରୁ୨୦ ବର୍ଷ ହେବ ଅନୁମାନ କରାଯାଉଛି। Share FacebookTwitterPinterestWhatsAppLinkedinReddItTelegram Previous articleୟୁକ୍ରେନ ବିରୋଧରେ ରୁଷିଆର ସବୁଠୁ ବଡ଼ ଏୟାରଷ୍ଟ୍ରାଇକ, ୧୩ ମୃତNext articleଏନକାଉଣ୍ଟରରେ ଟଳିଲା ମାଓବାଦୀ Ona Khabara 5,005FansLike2,475FollowersFollow12,700SubscribersSubscribe HOT NEWS ଓଡିଶା ଆରମ୍ଭ ହେଲା ବଳାଙ୍ଗୀ ସାଂସ୍କୃତିକ ଜାଗରଣ ଯାତ୍ରା ଓଡିଶା ଏକାକୀ ପ୍ରାର୍ଥୀ ଦେବାର ଥିଲା: ନିରଞ୍ଜନ ଓଡିଶା ଏସ୍ସିବି ମେଡିକାଲରେ ଅଗ୍ନିକାଣ୍ଡରେ ମୃତ୍ୟୁବରଣ କରିଥିବା ବ୍ୟକ୍ତିଙ୍କ ଉଦ୍ଦେଶ୍ୟରେ ରାଜ୍ୟ ବିଜେପିର ଶୋକ ଓଡିଶା କମ୍ପୋଜିଟ୍ କମ୍ପିଟେଟିଭନେସ୍ ସଚେତନତା କର୍ମଶାଳା ଆୟୋଜିତ