16.1 C
Bhubaneswar
Thursday, February 5, 2026
Homeଓଡିଶାରେଳ ଧାରଣାରେ ଦମ୍ପତ୍ତିଙ୍କ ମୃତ ଦେହ

ରେଳ ଧାରଣାରେ ଦମ୍ପତ୍ତିଙ୍କ ମୃତ ଦେହ

ଲକ୍ଷ୍ମୀପୁର: ରେଳ ଧାରଣାରୁ ସ୍ୱାମୀ ଓ ସ୍ତ୍ରୀଙ୍କ ମୃତଦେହ ଉଦ୍ଧାର ହୋଇଛି । ଲକ୍ଷ୍ମୀପୁର ଷ୍ଟେସନ ନିକଟ ଭୂଇଁପାଟେଣୀ ରେଳ ଧାରଣାରୁ ଉଦ୍ଧାର । ସୂଚନା ଅନୁଯାଇ ମୃତ ଦମ୍ପତ୍ତି ବୁରଜା ଗାଁ ର । ଏହା ଆତ୍ମହତ୍ୟା କି ହତ୍ୟା କିଛି ସ୍ପଷ୍ଟ ହୋଇନି । ତେବେ ଏ ନେଇ ପୋଲିସ ଅଧିକ ତଦନ୍ତ କରୁଥିବାର ସୂଚନା ରହିଛି ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking