ପାଟଣାଗଡ: ବନ୍ଦ ଘରେ ନାବାଳିକାର ଝୁଲନ୍ତା ମୃତଦେହ ଠାବ । ପାଟଣାଗଡ ଥାନା ଭଇଁଷା ଗାଁରେ ଝୁଲନ୍ତା ମୃତଦେହ ଠାବ । ସ୍ଥାନୀୟ ଲୋକଙ୍କ ମଧ୍ୟରେ ଶୋକର ଛାୟା ଖେଳିଯାଇଛି । ଖବର ପାଇ ଘଟଣାସ୍ଥଳରେ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ମୃତ୍ୟୁର କାରଣ ଏପର୍ଯନ୍ତ ସ୍ପଷ୍ଟ ହୋଇନାହିଁ ।