ଭୁବନେଶ୍ୱର : ଦୁଗ୍ଧଚାଷୀଙ୍କ ପାଇଁ ଆସିଲା ବଡ ଖବର । ଖୁବଶୀଘ୍ର ଦୁଗ୍ଧଚାଷୀଙ୍କ ପାଇଁ ଲାଗୁ ହେବ ଡିବିଟି । ଦୁଗ୍ଧଚାଷୀଙ୍କ ଆକାଉଣ୍ଟକୁ ଯିବ ଦୁଗ୍ଧ ବାବଦକୁ ଟଙ୍କା ଦିଆଯିବ । କ୍ଷୀରଧାରା କେନ୍ଦ୍ରରେ କ୍ଷୀର ଦେଲେ ଡିବିଟିରେ ଟଙ୍କା ମିଳିବ । ଡିବିଟି ଜରିଆରେ ସିଧାସଳଖ ଆକାଉଣ୍ଟକୁ ଟଙ୍କା ଯିବ । ଶାଘ୍ର ଡିବିଟି ଲାଗୁ କରିବାକୁ ମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି । ଓମଫେଡ ସମୀକ୍ଷାରେ ପଶୁ ସମ୍ପଦ ମନ୍ତ୍ରୀଙ୍କ ସୂଚନା ରହିଛି ।