27.1 C
Bhubaneswar
Wednesday, July 30, 2025
Homeଦେଶ ବିଦେଶବଦଳିଲା ତାରିଖ: ଜୁଲାଇ ୨୧ରୁ ଅଗଷ୍ଟ ୨୧ ପର୍ଯ୍ୟନ୍ତ ଚାଲିବ ସଂସଦ

ବଦଳିଲା ତାରିଖ: ଜୁଲାଇ ୨୧ରୁ ଅଗଷ୍ଟ ୨୧ ପର୍ଯ୍ୟନ୍ତ ଚାଲିବ ସଂସଦ

ନୂଆଦିଲ୍ଲୀ: ବଦଳିଲା  ସଂସଦର ମୌସୁମୀ ଅଧିବେଶନ ତାରିଖ ।  ଜୁଲାଇ ୨୧ରୁ   ଅଗଷ୍ଟ  ୧୨  ଭିତରେ ବସିବାକୁ ଥିବା ସଂସଦର  ମୌସୁମୀ ଅଧିବେଶନ ଏବେ ଜୁଲାଇ ୨୧ରୁ ଅଗଷ୍ଟ ୨୧ ତାରିଖ ପଯ୍ୟନ୍ତ ଚାଲିବ ।  ଏନେଇ କେନ୍ଦ୍ରମନ୍ତ୍ରୀ କିରଣ ରିଜିଜୁ  ଟୁଇଟ କରି ସୂଚନା ଦେଇଛନ୍ତି । ସୂଚନା ଥାଉକି, ସଂସଦର ମୌସୁମୀ ଅଧିବେଶନ ଅଗଷ୍ଟ  ୧୫ ତାରିଖ ପୂର୍ୱରୁ ଶେଷ ହୋଇଯାଏ ।  ହେଲେ ଚଳିତ ଥର ଅଗଷ୍ଟ ୧୫ ତାରିଖ  ପରେ ମଧ୍ୟ ଚାଲିବ ।  କେନ୍ଦ୍ରମନ୍ତ୍ରୀ କହିଛନ୍ତି, ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ  ସଂସଦର ମୌସୁମୀ ଅଧିବେଶନର ଏହି ନୂଆ ତାରିଖକୁ ମଞ୍ଜୁରୀ ଦେଇଛନ୍ତି ।  ଯେଉଁଥିରେ  ଲେକସଭା ଏବଂ ରାଜ୍ୟସଭା କାଯ୍ୟ ସକାଳ ୧୧ଟାରୁ ଆରମ୍ଭ ହେବ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking