27.1 C
Bhubaneswar
Wednesday, May 7, 2025
Homeଓଡିଶାସାଇକେଲ ଆରୋହୀଙ୍କୁ ଚାପିଦେଲା ଟ୍ରାକ୍ଟର

ସାଇକେଲ ଆରୋହୀଙ୍କୁ ଚାପିଦେଲା ଟ୍ରାକ୍ଟର

ଢେଙ୍କାନାଳ:  ସାଇକେଲ ଆରୋହୀଙ୍କୁ ଚାପିଦେଲା ଟ୍ରାକ୍ଟର । ଢେଙ୍କାନାଳ ସହର  ମୁଖ୍ୟରାସ୍ତା ବସଷ୍ଟାଣ୍ଡ ନିକଟରେ ଦୁର୍ଘଟଣା ଘଟିଛି । ଦୁର୍ଘଟଣା ଘଟାଇବା ପରେ ଦୋକାନ ଭିତରେ ପଶିଯାଇଥିଲା  । ଏନେଇ ସ୍ଥାନୀୟ ଲୋକେ  ରାସ୍ତାରୋକ କରିଛନ୍ତି । ସ୍ଥାନୀୟ ଅଞ୍ଚଳରେ ଚାପା ଉତ୍ତେଜନା ସୃଷ୍ଟି ହୋଇଛି ।   ଲୋକମାନେ ଟ୍ରକ ଡ୍ରାଇଭରକୁ ଅଟକ ରଖିଛନ୍ତି । ପୋଲିସ ଘଟଣାସ୍ଥଳରେ ପହଞ୍ଚି ପଚରାଉଚରା କରୁଛି । ମୃତକଙ୍କ ପରିବାର ଲୋକଙ୍କ ମନରେ ଶୋକର ଛାୟା ଖେଳିଯାଇଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking