24.1 C
Bhubaneswar
Sunday, February 22, 2026
Homeଓଡିଶାସାଇବର ଅପରାଧ: ଲୋଭ ଦେଖାଇ ଲୁଟୁଛନ୍ତି

ସାଇବର ଅପରାଧ: ଲୋଭ ଦେଖାଇ ଲୁଟୁଛନ୍ତି

ଭୁବନେଶ୍ୱର :  ୧ କୋଟି ୪୦ ଲକ୍ଷ ଟଙ୍କା  ସାଇବର ଠକେଇ ମାମଲାରେ ୭ ଅନ୍ତରାଜ୍ୟ ଲୁଟେରା ଗିରଫ ହୋଇଛନ୍ତି । ଗିରଫ କରିଛି କ୍ରାଇମବ୍ରାଞ୍ଚ ସାଇବର ଅପରାଧ  ୟୁନିଟ । ଏଭିଯୁକ୍ତଙ୍କୁ ଟ୍ରାଞ୍ଜିଟ ରିମାଣ୍ଡରେ ଆଣିଛି କ୍ରାଇମବ୍ରାଞ୍ଚ । ୧୫ ଲକ୍ଷ ଟଙ୍କା ଜବତ କରାଯାଇଛି । କ୍ରାଇମବ୍ରାଞ୍ଚ ଆଇଜି ସାର୍ଥକ ଷଡଙ୍ଗୀଙ୍କ ସୂଚନା  ଦେଇଛନ୍ତି ।  କହିଛନ୍ତି , ସାଇବର ଲୁଟେରାଙ୍କୁ ମାତ୍ ଦେବାକୁ  ଟିମ ଗଠିତ । ଅଧିକ  ଲୋଭ ଦେଖାଇ ଠକୁଛନ୍ତି ଲୁଟେରା । ସାଇବର ଠକେଇ ନେଇ  ସଚେତନ  ହୁଅନ୍ତୁ । ଟ୍ରେଡିଂ ଆପ  ଯୋଗେ ଠକୁଛନ୍ତି  ଲୁଟେରା ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking