27.1 C
Bhubaneswar
Monday, December 8, 2025
Homeଓଡିଶା୧୬ ମାସରେ ୨୨୨ କୋଟି ଲୁଟିଲେଣି ସାଇବର ଲୁଟେରା

୧୬ ମାସରେ ୨୨୨ କୋଟି ଲୁଟିଲେଣି ସାଇବର ଲୁଟେରା

ଭୁବନେଶ୍ୱର: ରାଜ୍ୟରେ ମାତିଛନ୍ତି ସାଇବର ଲୁଟେରା, ୧୬ ମାସରେ ଲୁଟିଲେଣି ୨୨୨ କୋଟି । ବିଧାନସଭାରେ ଏନେଇ ଲିଖିତ ଉତ୍ତର ରଖିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ରାଜ୍ୟରେ ୧୬ ମାସରେ ଘଟିଛି ୩୪୮୬ଟି ସାଇବର କ୍ରାଇମ । ସାଇବର ଅପରାଧରେ ଗିରଫ ହୋଇଛନ୍ତି ୭୧୭୭, ୧୦୪ଙ୍କ ନାଁରେ ଚାର୍ଜସିଟ । ଉକ୍ତ ଅପରାଧରେ ୨୨୨ କୋଟି ୯ ଲକ୍ଷ ୮ ହଜାର ଟଙ୍କାର ଠକେଇ ହୋଇଛି । ୬୧ ଲକ୍ଷ ୩୬ ହଜାର ଟଙ୍କା ଫେରସ୍ତ ପାଇଛନ୍ତି ଠକେଇର ଶିକାର ବ୍ୟକ୍ତି । ୬ କୋଟି ୭୪ ଲକ୍ଷ ୯ ହଜାର ଟଙ୍କାର ବ୍ୟାଙ୍କ ଆକାଉଣ୍ଟ ହୋଇଛି ଅଚଳ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking