30.1 C
Bhubaneswar
Monday, March 30, 2026
Homeଓଡିଶାକଟକଣା ମାନୁନି କଟକ: ପରିବେଶ ମନ୍ତ୍ରୀ

କଟକଣା ମାନୁନି କଟକ: ପରିବେଶ ମନ୍ତ୍ରୀ

ଭୁବନେଶ୍ୱର: କଟକରେ ବହୁଳ ଭାବରେ ବ୍ୟବହାର ହେଉଛି ସିଙ୍ଗଲ ୟୁଜ ପ୍ଲାଷ୍ଟିକ । ସିଙ୍ଗଲ ୟୁଜ ପ୍ଲାଷ୍ଟିକ ବ୍ୟବହାରକାରୀଙ୍କ ବିରୋଧରେ ଆକ୍ସନ । ୬ ମାସରେ ଜବତ ହେଲାଣି ୧୮୦୦ କେଜି ସିଙ୍ଗଲ ୟୁଜ ପ୍ଲାଷ୍ଟିକ । ଏ ନେଇ ବିଧାନସଭା ଗୃହରେ ଲିଖିତ ଉତ୍ତର ରଖିଛନ୍ତି ଜଙ୍ଗଲ ଓ ପରିବେଶ ମନ୍ତ୍ରୀ ଗଣେଶ ରାମ ସିଂ ଖୁଣ୍ଟିଆ । ଚଳିତ ରଥଯାତ୍ରାରେ ୧୭ ହଜାର କେଜି ପ୍ଲାଷ୍ଟିକ , ବର୍ଜ୍ୟବସ୍ତୁ ଜବତ ହୋଇଥିଲା । ପୁରୀରୁ ୮ ଲକ୍ଷ ୫୦ ହଜାର ପେଚ ବୋତଲ ସଂଗ୍ରହ ହୋଇଥିଲା ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking