27.1 C
Bhubaneswar
Monday, December 8, 2025
Homeଓଡିଶାଯେଉଁମାନେ ଦୋଷୀ ସେମାନଙ୍କୁ ନିଶ୍ଚିନ୍ତ ଦଣ୍ଡ ମିଳିବ : ଭର୍ତ୍ତୃହରି ମହତାବ

ଯେଉଁମାନେ ଦୋଷୀ ସେମାନଙ୍କୁ ନିଶ୍ଚିନ୍ତ ଦଣ୍ଡ ମିଳିବ : ଭର୍ତ୍ତୃହରି ମହତାବ

ଭୁବନେଶ୍ୱର : ରତ୍ନଭଣ୍ଡାର ପ୍ରସଙ୍ଗକୁ ନେଇ ପୂର୍ବ ସରକାରଙ୍କୁ କହିଲେ କଟକ ସାଂସଦ । ଯେଉଁମାନେ ଦୋଷୀ ସେମାନେ ନିଶ୍ଚିନ୍ତ ଦଣ୍ଡ ପାଇବେ । ତେବେ ନିଶ୍ଚିନ୍ତକୋଇଲିରେ ଆୟୋଜିତ ଏକ କାର୍ୟ୍ୟକ୍ରମକୁ ସମ୍ୱୋଧିତ କରି ରତ୍ନଭଣ୍ଡାର ପ୍ରସଙ୍ଗ ଉଠାଇ ବର୍ଷିଛନ୍ତି । ଯେଉଁମାନେ ଦୋଷୀ ସେମାନଙ୍କ ବିରୋଧରେ କଡା କାର୍ୟ୍ୟାନୁଷ୍ଠାନର ଆବଶ୍ୟକତା ଅଛି ବୋଲି କହିଛନ୍ତି ଭର୍ତ୍ତୃହରି ମହତାବ କହିଛନ୍ତି । ସମସ୍ତଙ୍କୁ ଜେଲକୁ ପଠାଇଲେ ଜେଲର କଠୋରୀ ଅଭାବ ପଡିବ ବୋଲି କହିଛନ୍ତି ଭର୍ତ୍ତୃହରି ମହତାବ । । ତେଣୁ ଆସନ୍ତା ବଜଟେର ଜେଲ ବିଭାଗ ପାଇଁ ଅଧିକ ଅର୍ଥ ବ୍ୟୟ ବରାଦ ଆବଶ୍ୟକତା ଅଛି ବୋଲି ସାଂସଦ ଭର୍ତ୍ତୃହରି ମହତାବ କହିଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking