19.1 C
Bhubaneswar
Friday, December 27, 2024
Homeଓଡିଶାଭିଜିଲାନ୍ସ ଜାଲରେ  ସିଏସଓ ସୁରେଶ  ପାଣିଗ୍ରାହୀ  

ଭିଜିଲାନ୍ସ ଜାଲରେ  ସିଏସଓ ସୁରେଶ  ପାଣିଗ୍ରାହୀ  

ସୁବର୍ଣ୍ଣପୁର:  ଭିଜିଲାନ୍ସ ଜାଲରେ ଛନ୍ଦି ହୋଇଛନ୍ତି ସିଏସଓ ସୁରେଶ ପାଣିଗ୍ରାହୀ । ସିଏସଓ ସୁରେଶ କୁମାର ପାଣିଗ୍ରାହୀଙ୍କୁ ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଭିଜିଲାନ୍ସ ଗିରଫ କରିଛି । ରେଡ ବେଳେ ୨ଟି କୋଠା, ଗୋଟିଏ ଫାର୍ମ , ୧୯ ପ୍ଲଟ ମିଳିଥିଲା । ଏହା ସହିତ ୫ ଶହ ଶାଗୁଆନ ଗଛ ଥିବା ୪ ଏକର ଜମି ଠାବ  ହୋଇଥିଲା । ୧.୭୨ କୋଟିର ବ୍ୟାଙ୍କ ଜମା ଏବଂ ୧.୪୯ ଲକ୍ଷ ନଗଦ ଟଙ୍କା ମିଳିଥିଲା ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking