ଭୁବନେଶ୍ୱର: ବୋଲବମ ବେଶରେ ଅପରାଧୀ । ଜଳ ଲାଗି ପାଇଁ ଯାଉଥିବା ବେଳେ ମାଡି ବସିଲା କଟକ ନରସିଂହପୁର । ଏଭଳି ଏକ ଘଟଣା ସାମ୍ନାକୁ ଆସିଛି । କଟକରୁ ଯେତେବେଳେ ଅପରାଧୀ ଜଣଙ୍କ ଯାଉଥିଲା ପୋଲିସ ସେଠାରେ ମାଡି ବସିଛି । ଦୁର୍ଦାନ୍ତ ଅପରାଧୀ ବିଘ୍ନେଶ୍ୱର ନାୟକଙ୍କୁ ମାଡି ବସିଲା ପୋଲିସ । ଯିଏକି ଦୀର୍ଘ ଦିନ ଧରି ଫେରାର ଥିଲା ପୋଲିସ ହାତରେ ଲାଗିଛି । ବିଘ୍ନ ନାମରେ ଓଡିଶାର ବିଭିନ୍ନ ଥାନାରେ ରହିଛି ୪୨ରୁ ଅଧିକ ମାମଲା । ଡକାୟତି, ଛିନତାଇ, ବମିଂ କେସରେ ସଂପୃକ୍ତ ରହିଛି । ଦୀର୍ଘ ଦିନ ଧରି ସେ ଫେରାର ରହିଥିଲା । ପୋଲିସ କୁ ଚକମା ଦେଇ ଚାଲିଥିଲା । ଶେଶରେ ପୋଲିସ ହାତରେ ଲାଗିଛି । ଆଜି ସକାଳେ ବୋଲବମ ଯାଉଥିବା ବେଳେ ନରସିଂହ ଥାନା ଅନ୍ତର୍ଗତ ଅଲୋରା ଗ୍ରାମରୁ ତାକୁ ଗିରଫ କଲା ପୋଲିସ ଏନେଇ ସୂଚନା ଦେଇଛନ୍ତି ଡିଏସପି ବିଶ୍ୱଜିତ ମହାନ୍ତି ।









