ଭୁବନେଶ୍ୱର : ନବ ଦାସ ହତ୍ୟା ପ୍ରସଙ୍ଗରେ ଯୋଗାଣ ମନ୍ତ୍ରୀ ବୟାନ ରଖିଛନ୍ତି । କହିଛନ୍ତି ଦୀପୀଳି ଦାସ ଏବେ ଆଳୁ ଖୋଳୁଛନ୍ତି । ଦେଖିବା ଆଗକୁ ମହାଦେବ ବାହାରୁଛନ୍ତି କି ନାହିଁ । ସେତେବେଳେ ଏମଏଲଏ ଟିକେଟ ପାଇଁ ଚୁପ ରହିଲେ । ଏମଏଲଏ ହେବା ପରେ ମଧ୍ୟ ନିରବ ରହିଲେ । ହତ୍ୟା ପଛର ଷଡଯନ୍ତ୍ର କଣ ବାହାରିବା ଦରକାର । କ୍ରାଇମବ୍ରାଞ୍ଚ ଠିକଭାବେ ତଦନ୍ତ କରିନଥିଲା । ଏବେ ସରକାର ବଦଳିଛି , ଯାହା ନିଷ୍ପତ୍ତି ନେବେ ମୁଖ୍ୟମନ୍ତ୍ରୀ ନେବେ ।