17.1 C
Bhubaneswar
Friday, February 6, 2026
Homeଓଡିଶାପାଗଳ ମାଙ୍କଡ଼ ଆତଙ୍କ: ୨ଗୁରୁତର

ପାଗଳ ମାଙ୍କଡ଼ ଆତଙ୍କ: ୨ଗୁରୁତର

କୋଣାର୍କ: ଗାଁରେ ପାଗଳ ମାଙ୍କଡ଼ ଆତଙ୍କ । ପାଗଳ ମାଙ୍କଡ଼ ଆକ୍ରମଣରେ ୨ ଗୁରୁତର ହୋଇଥିବା ସୂଚନା ମିଳିଛି । ଗୋପ ବ୍ଲକ୍‌ ଅଣ୍ଢରା ପଞ୍ଚାୟତରେ ପାଗଳ ମାଙ୍କଡ଼ ଆତଙ୍କ କହଲାଇଛନ୍ତି । ୨ ଗୁରୁତରଙ୍କୁ ପୁରୀ ମେଡିକାଲ ସ୍ଥାନାନ୍ତର କରାଯାଇଛି । ଘରୁ ବାହାରିବାକୁ ଡରୁଛନ୍ତି ଲୋକେ । ବାଙ୍କୀ ଏନଏସି ୧୧ ନମ୍ବର ୱାର୍ଡରେ ଭୟ ବାତାବରଣ ସୃଷ୍ଟି ହୋଇଛି

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking