25.9 C
Bhubaneswar
Tuesday, April 7, 2026
Homeଓଡିଶାଗ୍ୟାସ୍ ସିଲିଣ୍ଡର ଫାଟି ମହିଳା ଗୁରୁତର

ଗ୍ୟାସ୍ ସିଲିଣ୍ଡର ଫାଟି ମହିଳା ଗୁରୁତର

ଟିଟିଲାଗଡ଼ : ଶୁକ୍ରବାର ସକାଳୁ ଟିଟିଲାଗଡ଼ ବ୍ଲକ ଅନ୍ତର୍ଗତ ଦିଗସିରା ଗ୍ରାମରେ ଗ୍ୟାସ୍ ସିଲିଣ୍ଡର ବିସ୍ଫୋରଣରେ ଜଣେ ମହିଳା ପୋଡ଼ି ଗୁରୁତର ଆହତ ହୋଇଛନ୍ତି। ମହିଳା ଜଣକ ଗ୍ରାମର ଲଳିତ ମାଝୀଙ୍କ ପତ୍ନୀ ଲକ୍ଷ୍ମୀ ମାଝୀ(୩୨) ବୋଲି ଜଣାପଡ଼ିଛି। ବିସ୍ଫୋରଣରେ ମାଟି ଛପର ଘରେ ଥିବା ସମସ୍ତ ସାମଗ୍ରୀ ଜଳି ପୋଡ଼ି ନଷ୍ଟ ହୋଇଯାଇଛି। ମହିଳାଙ୍କୁ ଟିଟିଲାଗଡ଼ ଉପଖଣ୍ଡ ଡାକ୍ତରଖାନାରେ ପ୍ରାଥମିକ ଚିକିତ୍ସା ପରେ ଆମ୍ବୁଲାନ୍ସ ଯୋଗେ ବଲାଙ୍ଗିର ସ୍ଥାନାନ୍ତର କରାଯାଇଛି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking