35.1 C
Bhubaneswar
Sunday, March 30, 2025
Homeଓଡିଶାବେଆଇନ ମାଙ୍କଡ଼ା ପଥର ଖଣିରେ ଚଢ଼ାଉ

ବେଆଇନ ମାଙ୍କଡ଼ା ପଥର ଖଣିରେ ଚଢ଼ାଉ

ଟାଙ୍ଗୀ: ବେଆଇନ ମାଙ୍କଡ଼ା ପଥର ଖଣିରେ ବଡ଼ ଧରଣର ଚଢ଼ାଉ କରାଯାଇଥିବା ସୂଚନା ମିଳିଛି। ଟାଙ୍ଗୀ ଥାନା ଚଣ୍ଡେଶ୍ୱରରେ ଥିବା ବେଆଇନ ଖଣିରେ ଚଢ଼ାଉ କରାଯାଉଛି। ଟାଙ୍ଗୀ ପୁଲିସ ଚଢ଼ାଉ ସମୟରେ ୩ ଜେସିବି, ୭ ଟ୍ରାକ୍ଟର, ୨ ବାଇକ ଓ ୬ ପାୱାର ଟିଲର ଜବତ କରିଛି। ଏହି ଘଟଣାରେ ଟାଙ୍ଗୀ ପୁଲିସ ୨ଜଣଙ୍କୁ ଅଟକ ରଖି ପଚରାଉଚୁରା କରୁଛି।

 

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking